Below header

ପୁଣି ରାଜ୍ୟରେ ସୁସ୍ଥ ହେଲେ ୭୬ ଆକ୍ରାନ୍ତ

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ସୁସ୍ଥ ହେଲେ ୭୬ ଆକ୍ରାନ୍ତ, ଟ୍ବିଟ  କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ସୁସ୍ଥଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡାର ୧୭, ଗଞ୍ଜାମ ୧୬,ନୟାଗଡର ୧୧, କଳାହାଣ୍ଡିର ୧୧, ଯାଜପୁରର ୫ ବାଲେଶ୍ବର ୩ ମୟୂରଭଞ୍ଜର ୩, ଅନୁଗୁଳ ୨, ଜଗତସିଂହପୁର ୨ , କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡର ଜଣେ  ଲଖାଏଁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ମୋଟ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୧୧୨୬ରେ । ଚିକିତ୍ସାଧିନ ଅଛନ୍ତି ୮୧୩ ଜଣ ଆକ୍ରାନ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.