Below header

ବଦଳିଲା ଦଶମ ଶ୍ରେଣୀ ବହି, ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନୂଆ ବହିରେ ପାଠ ପଢିବେ ଛାତ୍ରଛାତ୍ରୀ

କେନ୍ୟୁଜ(ବ୍ୟୁରୋ): ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା । ୧୪ଟି ବିଷୟରୁ ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକ ଦେଇଛନ୍ତି ସୂଚନା । ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ୨୦୨୦-୨୧ରେ ନୂଆ ପ୍ରିଣ୍ଟ ହୋଇଥିବା ପୁସ୍ତକରେ ପାଠ ପଢ଼ିବେ । ତେବେ ଲକଡାଉନ ଶେଷ ହେଲେ ସଵୁ ବହି ଯୋଗାଇ ଦିଆଯିବ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.