ଆଜି ରାଜ୍ୟରେ ସୁସ୍ଥ ହେଲେ ୮୮୩୬ କରୋନା ରୋଗୀ

 ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ସୁସ୍ଥ ହେଲେ ୮୮୩୬ କରୋନା ରୋଗୀ । ଯାହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୪୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୫ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୫୬ ଜଣ ଅଛନ୍ତି । ୫୯୦ ସଂଖ୍ୟା ସହ ତୃତୀୟ ସ୍ଥାନରେ ଅଛି ସୁନ୍ଦରଗଡ । ଯେବେକି ଯାଜପୁରରୁ ୪୯୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.