Below header

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସୋର ବରିରେ ଘରେ ପଶି ଲୁଟିନେଲ ୮ଲକ୍ଷ

ବାଲେଶ୍ୱର(କେନ୍ୟୁଜ୍) : ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ନଗଦ ୩୦ ହଜାର ଟଙ୍କା ସହ ୮ ଲକ୍ଷର ସୁନା ଅଳଙ୍କାର ଲୁଟିନେଲେ। ବାଲେଶ୍ୱର ସୋର ସିମୁଳିଆ ଥାନା ବରିରେ ଏହି ବଡ଼ ଧରଣର ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ବରିର କରୁଣାକର ବେହେରାଙ୍କ ଘରେ ପଶି ଲୁଟ୍‌ କରିଥିଲେ। ଲୁଟ୍‌ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.