କୋରାପୁଟ ଗାନ୍ଧିନଗରରେ ଅଘଟଣ: ପିଏଚ୍‌ଡି କଲୋନୀରେ କାନ୍ଥ ଭୁଶୁଡି ୯ବର୍ଷ ବାଳକର ମୃତ୍ୟୁ

କୋରାପୁଟ(କେନ୍ୟୁଜ୍): କୋରାପୁଟ ସହରର ଗାନ୍ଧିନଗରରେ ଅଘଟଣ । ପିଏଚ୍‌ଡି କଲୋନୀରେ କାନ୍ଥ ଭୁଷୁଡି ୯ବର୍ଷ ବାଳକର ମୃତ୍ୟୁ ଅଭିଯୋଗ। ଅଗ୍ନିଶମ ବାହିନୀ ମାଟି ତଳୁ ମୃତଦେହକୁ ଉଦ୍ଧାର କରିଛି। ଆଜି ସକାଳେ ଗାଧୁଆ ଘରକୁ ଯାଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା ।

ଦୀର୍ଘ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବର୍ଷା ପାଣିରେ ଭିଜି କାନ୍ଥ ଭୁଶୁଡି ପଡିଛି। ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.