ବରଗଡ: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ବରଗଡ (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ଗୁରୁତର ବ୍ଯକ୍ତିଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବରଗଡ ଜିଲ୍ଲା ଭଟଲି ଥାନା ମେଢାପାଲି ଛକ ନିକଟରେ ଏକ ଅଜଣା ଚାରିଚକିଆ ଯାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଭଟଲି ଥାନା ବାଦପାଲି ଗ୍ରାମର ମହେନ୍ଦ୍ର ପ୍ରଧାନ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.