ଯାଜପୁର: ସାନ ବଜାରରେ ଅଭାବନୀୟ ଘଟଣା, ବିବାହ ଭୋଜି ଖାଇବାକୁ ଆସି ଚାଲିଗଲା ଜୀବନ

ଯାଜପୁର ଟାଉନ(କେନ୍ୟୁଜ୍): ବିବାହ ଭୋଜି ଖାଇବାକୁ ଆସି ଚାଲିଗଲା ଜୀବନ । ଯାଜପୁର ସାନ ବଜାରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ମଂଗଳପୁର ଥାନା ବରେଇ ଗାଁର ଚନ୍ଦନ ମିଶ୍ର । ଚନ୍ଦନ ନିଜ ମାମୁଁ ପୁଅର ବିବାହ ଭୋଜିରେ ସାମିଲ ହୋଇ ଆସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.