ନଦୀରେ ଗାଧୋଇବା ବେଳେ ଅଘଟଣ: ବୁଡ଼ି ଯାଇ ଜଣେ ମୃତ

ନଦୀରେ ବୁଡ଼ି ଗଲା ଜୀବନ। ଆନନ୍ଦପୁର ଉପଖଣ୍ଡ ସାଳନ୍ଦୀ ନଦୀର ବାଙ୍ଗୋର ଘାଟରେ ବୁଡି ଜଣଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ହରିପୁର ଗାଁର ନିରଞ୍ଜନ ମଲ୍ଲିକ ।

ଆନନ୍ଦପୁର (କେନ୍ୟୁଜ): ନଦୀରେ ବୁଡ଼ି ଗଲା ଜୀବନ। ଆନନ୍ଦପୁର ଉପଖଣ୍ଡ ସାଳନ୍ଦୀ ନଦୀର ବାଙ୍ଗୋର ଘାଟରେ ବୁଡି ଜଣଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ହରିପୁର ଗାଁର ନିରଞ୍ଜନ ମଲ୍ଲିକ । ଆଜି ସକାଳେ ନିରଞ୍ଜନ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ବୁଡି ଯାଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.