Below header

ପୁରୀ: ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡରେ ୧୦ମ ଛାତ୍ର ଆହତ

ଛାତ୍ରକୁ ଛୁରୀ ଭୁଷିଲା ଛାତ୍ର । ପୁରୀ ପୋଲିସ ହାଇସ୍କୁଲରେ ଅଭାବନୀୟ ଘଟଣା । ଆହତ ଛାତ୍ର ହେଉଛନ୍ତି ପୋଲିସ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୁନା ସାହୁ ।

ପୁରୀ (କେନ୍ୟୁଜ): ଛାତ୍ରକୁ ଛୁରୀ ଭୁଷିଲା ଛାତ୍ର । ପୁରୀ ପୋଲିସ ହାଇସ୍କୁଲରେ ଅଭାବନୀୟ ଘଟଣା । ଆହତ ଛାତ୍ର ହେଉଛନ୍ତି ପୋଲିସ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୁନା ସାହୁ । ରେଡକ୍ରସ୍ ରୋଡରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଛୁରା ମାଡ କରିଥିବା ସୂଚନା ମିଳିଛି । ଆହତ ଛାତ୍ରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.