ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସ୍ମୃତିରେ ଢେଙ୍କାନାଳରୁ ଭୁବନେଶ୍ୱର ଯାଏ ପଦଯାତ୍ରା

ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସ୍ମୃତିରେ ଢେଙ୍କାନାଳରୁ ଭୁବନେଶ୍ୱର ଯାଏ ପଦଯାତ୍ରା । ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ନିକଟରୁ ସିଦ୍ଧାର୍ଥ ଶଙ୍କର ଦାସ ପଦଯାତ୍ରା ଆରମ୍ଭ କରିଥିଲେ । ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଦୀର୍ଘ ୭୩ କିଲୋମିଟର ଚାଲି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭୁବନେଶ୍ୱରରେ ଢେଙ୍କାନାଳ ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । କଳ୍ପନା ଦାସଙ୍କ ବିୟୋଗ ପରେ ତାଙ୍କ ସ୍ମୃତିରେ ଏହି ପଦଯାତ୍ରା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.