ଗଜଲକ୍ଷ୍ମୀ ଭସାଣି ବେଳେ ଅଘଟଣ: ବିଦ୍ୟୁତ ତାର ଲାଗି ଜଣେ ମୃତ , ୨ ଗୁରୁତର

ମହାକାଳପଡା (କେନ୍ୟୁଜ): ମାର୍ଶାଘାଇ ବଜାର ଅଧିନ କଣକଷ୍ଟି ଗ୍ରାମରେ ଗଜଲକ୍ଷ୍ମୀ ଭସାଣି ସମୟରେ ଅଘଟଣ। ବିଦ୍ୟୁତ ତାର ଲାଗି ଜଣେ ମୃତ । ୨ଜଣ ଗୁରୁତର । ମୃତକ ହେଲେ କଣକଷ୍ଠି ଗ୍ରାମର ବିଶ୍ବଜିତ୍ ଲେଙ୍କା । ଅନ୍ୟପଟେ ୨ ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲ ରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.