ହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ ମୁହାମୁଁହି ଧକ୍କା, ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ

ଜୟପାଟଣା ଥାନା ହାତୀ ବ୍ୟାରେଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁ୍ଘଟଣା। ଦୁଇ ବାଇକ ମୁହା ମୁଁହି ଧକ୍କା ହୋଇଛି। ଦୁର୍ଘଟଣା ପରେ ଦୁଇ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଧର୍ମଗଡ଼ (କେନ୍ୟୁଜ): ଜୟପାଟଣା ଥାନା ହାତୀ ବ୍ୟାରେଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁ୍ଘଟଣା। ଦୁଇ ବାଇକ ମୁହା ମୁଁହି ଧକ୍କା ହୋଇଛି। ଦୁର୍ଘଟଣା ପରେ ଦୁଇ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ୍ ମୁହାମୁଁହି ଧକ୍କା ହୋଇଛି l ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ହେଲେ କୁଣ୍ଡାଗାଁର ଆକାଶ ଘି ଏବଂ ଘେନୁଗୁଡ଼ାର ଦୁର୍ଗନ ନାୟକ ।

Leave A Reply

Your email address will not be published.