ପ୍ରେମିକ ଉପରେ ପ୍ରେମିକାଙ୍କ ଏସିଡ ଆକ୍ରମଣ ଘଟଣା, ଯୁବତୀଙ୍କ ବାପା ଗିରଫ

କଟକ (କେନ୍ଯୁଜ୍) : ଜଗତପୁର ଅଞ୍ଚଳରେ ପ୍ରେମିକଙ୍କ ଉପରେ ପ୍ରେମିକାଙ୍କ ଏସିଡ ଆକ୍ରମଣ ଘଟଣା । ମୁଖ୍ୟ ଅଭିଯୁକ୍ତ ପ୍ରେମିକା ସରସ୍ୱତୀ ନାୟକ ଓ ତାଙ୍କ ମାଆ ଚନ୍ଦ୍ରମା ନାୟକଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଏବେ ସରସ୍ୱତୀଙ୍କ ବାପା ପବନା ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.