Below header

ବୁଷ୍ଟର ଡୋଜ୍‌କୁ ନେଇ ଅଦର ପୁନାଓ୍ଵାଲାଙ୍କ ବଡ଼ ବୟାନ; ଡୋଜ ଅନ୍ତର ୯ ରୁ ୬ ମାସ କରାଯାଉ

ଭୁବନେଶ୍ୱର (କେନ୍ୟୁଜ): ବୁଷ୍ଟର ଡୋଜ୍‌କୁ ନେଇ ଅଦର ପୁନାଓ୍ଵାଲାଙ୍କ ବଡ଼ ବୟାନ । ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ ୬ ମାସ କରାଯାଉ ବୋଲି କହିଛନ୍ତି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା । ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ପୁନାୱାଲା ।

ଏବେ ଧୀରେ ଧୀରେ ଭ୍ୟାକସିନେସନ୍‌ ଗତି ଧୀମା ହୋଇଗଲାଣି । କାରଣ ବର୍ତ୍ତମାନ ଦ୍ୱିତୀୟ ଏବଂ ତୃତୀୟ ଡୋଜ୍‌ ମଧ୍ୟରେ ୯ ମାସ ବ୍ୟବଧାନ ଅଛି । ଏହାକୁ କମାଇ ୬ ମାସ କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ଗତ ୧୦ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଦିଆଯାଉଛି ପ୍ରିକସନାରୀ ଡୋଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.