ଜଙ୍ଗଲ ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ସହ ବିଭିନ୍ନ ମୌଳିକ ଦାବିରେ ଭଞ୍ଜନଗରରେ ଆଦିବାସୀ ମେଳି

ଭଞ୍ଜନଗର: ଭଞ୍ଜନଗରରେ ଆଦିବାସୀ ମେଳି। ଜଙ୍ଗଲ ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ସହ ବିଭିନ୍ନ ମୌଳିକ ଦାବିରେ ଏକାଠି ହୋଇଥିଲେ ହଜାର ହଜାର ପୁରୁଷ ଓ ମହିଳା। ଭଞ୍ଜନଗର ଚକରା ବିଶୋୟୀ ଛକରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.