Below header

ସାତପଡ଼ା ଅଞ୍ଚଳରୁ ପ୍ରଶାସନ ତରଫରୁ ଚିଲିକାରେ ଆରମ୍ଭ ହୋଇଛି ଘେରି ଉଚ୍ଛେଦ କାର୍ଯ୍ୟ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସାତପଡ଼ା ଆର୍.ଆଇ ଅଞ୍ଚଳରୁ ଆଜି ପ୍ରଶାସନ ତରଫରୁ ଚିଲିକାରେ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଚିଲିକାର  ଦାହିଖିଆ ନଡ଼ିଆ ଖାଇ ଅଞ୍ଚଳରେ ଚାଲିଛି ଘେରି ଉଚ୍ଛେଦ । ଏହି ଘେରି ଉଚ୍ଛେଦ କାର୍ଯ୍ୟରେ ବ୍ରହ୍ମଗିରି ତହସିଲଦାର କାହ୍ନୁ ଚରଣ ଘଡେ଼ଇ , ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥିଙ୍କ ଉପସ୍ଥିତରେ ଘେରି ଉଚ୍ଛେଦ ଆରମ୍ଭ ହୋଇଛି ।

ଏହି ନଡ଼ିଆ ଖାଇ ଅଞ୍ଚଳରେ ମୋଟ୍ ୭୦ ହେକ୍ଟର ଚିଲକର ଘେରି ବନ୍ଦ ଉଚ୍ଛେଦ ହେବ ବୋଲି  ସୂଚନା ଦେଇଛନ୍ତି ବ୍ରହ୍ମଗିରି ତାହସିଲଦାର ଓ ଥାନା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.