୧୯ ଆକ୍ରାନ୍ତ ଚିହ୍ନଟ ପରେ କାମାକ୍ଷାନଗର ଏନ୍‌ଏସି ୭୨ ଘଣ୍ଟା ସଟ୍‌ଡାଉନ୍‌ 

ଢେଙ୍କାନାଳ(କେନ୍ୟୁଜ ବ୍ୟୁରୋ): ଢେଙ୍କାନାଳ କାମାକ୍ଷାନଗର ଏନ୍‌ଏସି ୭୨ ଘଣ୍ଟା ସଟ୍‌ଡାଉନ୍‌ । ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନ୍‌ଏସିର ସମସ୍ତ ୧୫ଟି ଓ୍ଵାର୍ଡରେ ଡାକବାଜି ଯନ୍ତ୍ରୀ ସାହାଯ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଲୋକେ ନିୟମକୁ ପାଳନ କରିବାକୁ ନିବେଦନ କରାଯାଇଛି ।

ଗତକାଲି କାମାକ୍ଷାନଗର ଏନ୍‌ଏସିରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.