ଦିନକ ପରେ ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ

ଭୁବନେଶ୍ବର(କେନ୍ଯୁଜ୍) : ଆଉ ଦିନେ । ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ । ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୁରପଲ୍ଲୀ ସବୁଠାରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି ସମସ୍ତ ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ ଚାଲିଛି । ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ହେଲାଣି ଜଟଣୀ ଓ ତାଳଚେର ସହର ।

gansh pujaମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସେହିପରି ଆଖି ଝଲସିଲା ଭଳି ତୋରଣ ବି ନିର୍ମାଣ କରାଯାଉଛି । ଯାହାକୁ ନେଇ ସାଧାରଣରେ ବେଶ୍ ଉତ୍କଷ୍ଠା ପରୀଲିକ୍ଷିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.