ଯୁବତୀଙ୍କୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ, ଏକତରଫା ପ୍ରେମ ମୂଳ କାରଣ

ରାୟଗଡ଼ା(କେନ୍ୟୁଜ୍):  ଏକ ତରଫା ପ୍ରେମକୁ ନେଇ ପ୍ରେମିକାକୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକାକୁ ହତ୍ୟା ସମୟରେ ବାଧା ଦେବାରୁ ପ୍ରେମିକା ସାଙ୍ଗକୁ ଆକ୍ରମଣ । ଟିକିରି ଥାନା ଅନ୍ତର୍ଗତ ଉଷାପଡ଼ା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମୃତ ପ୍ରେମିକା ଜଣକ ହେଲେ ସାନମାଟିକଣା ଗ୍ରାମର ରିମା ମାଝି ଓ ଗୁରୁତର ପ୍ରେମିକ ହେଲେ ମୁଣ୍ଡାଗାଁ ଗ୍ରାମର ରସିକ ପ୍ରଧାନୀ । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.