ସୋଲାର ଲାଇଟ୍ କିଣାରେ ଦୁର୍ନୀତି ଅଭିଯୋଗ, ହରଡ଼ଘଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଂ ପଞ୍ଚାୟତରେ ସାଧାରଣ ବଣ୍ଟନ ଅନୁଦାନ ଟଙ୍କାରେ ସୋଲାର ଲାଇଟ୍ କିଣି ଛନ୍ଦି ହୋଇ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ l ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଖୋଦ ଆଖୁସିଂ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଓ ଅନ୍ୟ…