ନିର୍ମାଣଧୀନ କଲଭଟ୍ ଭୁଶୁଡ଼ି ୫ ମୃତ, ୪ ଶିଶୁଙ୍କ ଜୀବନ ଯାଇଛି

କିଛି ଦିନ ହେବ ନିର୍ମାଣକାମ ଚାଲିଥିଲା ବ୍ରିଜ୍। କଲଭଟ ତଳେ ଗାଧୋଇଥିଲେ କିଛି ଲୋକ। ଏହି ସମୟରେ କଲଭଟଟି ଭୁଶୁଡ଼ି ପଡିଲା। କଲଭଟ ତଳେ ଗାଧୋଉଥିବା କିଛି ଲୋକଙ୍କ ମଧ୍ୟରୁ ୪ ଶିଶୁ ସମେତ ୫ ଜଣଙ୍କ ଘଟଣସ୍ଥଳରେ ମୃତ୍ୟୁ ହୋଇଛି।

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଉପରସଜା ନିକଟରେ ଅଘଟଣ। ନିର୍ମାଣଧୀନ କଲଭଟ୍ ଭୁଶୁଡ଼ି ୫ ମୃତ। ମିଳିଥିବା ସୂଚନା ମୁତାବକ କିଛି ଦିନ ହେବ ନିର୍ମାଣକାମ ଚାଲିଥିଲା ବ୍ରିଜ୍। କଲଭଟ ତଳେ ଗାଧୋଇଥିଲେ କିଛି ଲୋକ। ଏହି ସମୟରେ କଲଭଟଟି ଭୁଶୁଡ଼ି ପଡିଲା। କଲଭଟ ତଳେ ଗାଧୋଉଥିବା କିଛି ଲୋକଙ୍କ ମଧ୍ୟରୁ ୪ ଶିଶୁ ସମେତ ୫ ଜଣଙ୍କ ଘଟଣସ୍ଥଳରେ ମୃତ୍ୟୁ ହୋଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ପୋଲ ଭୁଶୁଡ଼ିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.