ରାୟଗଡ଼ାରେ ରୁଷିଆ ନାଗରିକଙ୍କ ମୃତଦେହ ପୋଡିବା ଘଟଣା, ପୋଲିସ ପାଇଁ ବଢିପାରେ ଅଡୁଆ

ଭୁବନେଶ୍ବର(କେନ୍ୟୁଜ୍): ଓଡିଶା ପୁଲିସ ମୃତଦେହ ପୋଡିବା ଘଟଣାକୁ ନିନ୍ଦା କଲେ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ।  ଫରେନରଙ୍କୁ ପୋଡିବା ନେଇ କହିଲେ ଏହା ଆଦୌ ଠିକ ନୁହେଁ, ଯାହା ପୁଲିସ ପାଇଁ ଅଡୁଆ ବଢ଼ାଇପାରେ । ଅନକ୍ଳେମ ଡେଡବଡ଼ିର ବହୁତ ଗୁଡିଏ ସାଇନ ଥାଏ, ଯେଉଁଥିରେ ଜଣାପଡ଼େ ବ୍ୟକ୍ତି ଜଣକ କେଉଁ ସମ୍ପ୍ରଦାୟର। ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିବା କଥା।

ଯେହେତୁ ଅନ୍ତିମ ସଂସ୍କାର ସମୟରେ ସେହି ସମ୍ମାନ ଦେବାକଥା, ରୃଷରେ ଯେଉଁ ଧର୍ମ ପାଳନ ହେଉଛି ସେଇଟା ହେଉଛି -orthodox christianity।  ସେମାନଙ୍କର ଦୃଢ ବିଶ୍ୱାସ ରହୁଛି ଏହାଦ୍ୱାରା resurrection ହୋଇଥାଏ ବା ପୁନଃ  ଜାଗରଣ ହୋଇଥାଏ। ଯେଉଁଠି କି କବର ଦେବାକଥା କିନ୍ତୁ ପୋଡିବା କଥା ନୁହେଁ।  ପୋଲିସ ହୁଏତ ପରିବାର କିମ୍ବା ରସିଆନ ପାସପୋର୍ଟ ଥିବାରୁ ତାଙ୍କ କଂସଲଟଙ୍କ ସହିତ ସମ୍ପର୍କ ରହିଥିବେ ଏବଂ ସେହି ଅନୁଯାୟୀ ରିଚୁଆଲ ହୋଇଥିବ ଯାହାକୁ ନେଇ ବିବାଦ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.