Browsing Tag

one side love

IAS ହେଇଥାନ୍ତେ ହେଲେ ଏକତରଫା ପ୍ରେମ କରି ପାଲଟିଗଲେ ଅପରାଧୀ

ଭୁବନେଶ୍ୱର : ବନ୍ଧା ହେଲେ ଏକତରଫା ପ୍ରେମିକ । ଧୂର୍ତ୍ତ ଯୁବକ ଅପରାଧିକ କାହାଣୀର ଏକ୍ସକ୍ଲୁସିଭ ଫୁଟେଜ୍‌ ଦେଖନ୍ତୁ । କିଭଳି ପୋଷ୍ଟ ଅଫିସରୁ ଚିଠି ପଠାଇ ଧମକ ଦେଉଥିଲା, ବଦନାମ କରୁଥିଲା ଜଣେ ମହିଳାଙ୍କୁ । ସତରେ ଆଶ୍ଚର୍ଯ୍ୟ ଲାଗୁଛି ଏହି ଯୁବକଙ୍କ କଥା ଶୁଣି । ସ୍ବପ୍ନ ଦେଖୁଥିଲେ IAS ହେବା…

ଧରାପଡିଲେ ରୋଡ ରୋମିଓ, ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ

କାମାକ୍ଷାନଗର (କେନ୍ୟୁଜ) : ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଗଲେ ଯୁବକ । କଲେଜ୍ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଯୁବତୀଙ୍କୁ ଅଟାଇବା ସମୟରେ ଗ୍ରାମବାସୀଙ୍କ ହାତରେ ପଡି ହଟହଟ୍ଟା ହେଲେ ଯୁବକ । ତାପରେ…

ଯୁବତୀଙ୍କୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ, ଏକତରଫା ପ୍ରେମ ମୂଳ କାରଣ

ରାୟଗଡ଼ା(କେନ୍ୟୁଜ୍):  ଏକ ତରଫା ପ୍ରେମକୁ ନେଇ ପ୍ରେମିକାକୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକାକୁ ହତ୍ୟା ସମୟରେ ବାଧା ଦେବାରୁ ପ୍ରେମିକା ସାଙ୍ଗକୁ ଆକ୍ରମଣ । ଟିକିରି ଥାନା ଅନ୍ତର୍ଗତ ଉଷାପଡ଼ା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମୃତ ପ୍ରେମିକା ଜଣକ ହେଲେ…

ଭଦ୍ରକ: ପ୍ରେମ ନିବେଦନ ଗ୍ରହଣ ନକରିବାରୁ ଯବତୀଙ୍କୁ ମାଡ଼ ମାରି ଗୁରୁତର କଲା ଯୁବକ, ଥାନାରେ ମାମଲା

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗୁଆଗଡିଆ ପଞ୍ଚାୟତର କମାର ଗାଁରେ ଏକ ତରଫା ପ୍ରେମକୁ ନେଇ ଯୁବକ ମାଡରେ ଯୁବତୀ ଗୁରୁତର । ସେହି ଗ୍ରାମର ରବିନ୍ଦ୍ର ଦଳେଇଙ୍କ ଝିଅକୁ ସେହି ଗ୍ରାମର ବାରଣ ବେହେରାଙ୍କ ପୁଅ ରମାକାନ୍ତ ବେହେରା ଦୀର୍ଘ ଦିନ ହେଲା ଏକ ତରଫା ଭାବେ ଭଲ…

ଏକତରଫା ପ୍ରେମରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଜୋର ଜବରଦସ୍ତ ବାହା ହେବାକୁ କହି ବିଫଳ ହେବାରୁ ସମ୍ପର୍କୀୟ ଭଉଣୀକୁ ଚେଙ୍କ…

ଯାଜପୁର (କେନ୍ୟୁଜ):  ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଜୋର ଜବରଦସ୍ତ ବାହା ହେବାକୁ କହି ବିଫଳ ହେବାରୁ ସମ୍ପର୍କୀୟ ଭଉଣୀକୁ ଚେଙ୍କ ଦେଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ । ଏ ନେଇ ପୀଡିତା ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି…

ଭଦ୍ରକ : ଏକତରଫା ପ୍ରେମର କରୁଣ ପରିଣତି, ବାପା ଓ ଝିଅକୁ ଭୁଜାଲିରେ ହାଣିଲେ ଯୁବକ

ଭଦ୍ରକ (କେନ୍ୟୁଜ୍) : ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ବାପା ଝିଅକୁ ମରଣାନ୍ତକ ଆକ୍ରମଣ। ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏକତରଫା ପ୍ରେମକୁ ନେଇ ଭଦ୍ରକ ବନ୍ତ ଥାନା ଦୋଳ ପର୍ବ ଅଞ୍ଚଳରେ ଏହି ଉନ୍ମତ୍ତକାଣ୍ଡ…

ଭଦ୍ରକ : ଏକ ତରଫା ପ୍ରେମରେ ବିଫଳ ପରେ ପ୍ରେମିକର ଉନ୍ମକ୍ତ କାଣ୍ଡ, ନାବାଳିକାକୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

ଭଦ୍ରକ(କେନ୍ୟୁଜ୍) : ଏକ ତରଫା ପ୍ରେମରେ ବିଫଳ ପରେ ନାବାଳିକାକୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ କରିଛି ପ୍ରେମିକ। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ନୂଆଗାଁ ଗାଁରେ। ସେହି ଗାଁର ଯୁବକ ସିଦ୍ଧାର୍ଥ ମଳିକ ନାବାଳିକା ଘର ଆଗକୁ ଆସି, ପ୍ରେମ ନିବେଦନ କରିଥିଲା। ତା ସହ ଯିବା ପାଇଁ…

ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ, ଏହି କାରଣରୁ କାମୁଡ଼ି ଦେଲେ ପ୍ରେମିକାର ନାକ

ଗୁଜରାଟର ଅହମ୍ମଦାବାଦରେ ଏକ ତରଫା ପ୍ରେମକୁ ନେଇ ଯୁବକ ଘଟାଇଛନ୍ତି ତୁମୁଳକାଣ୍ଡ । ଦୁଇ ବର୍ଷ ହେବ ନିଜ ପ୍ରେମିକା ସହ କଥା ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ପାଖରେ ପାଇଥିବା ପ୍ରେମିକାର ନାକ କାମୁଡି ଦେଇଛନ୍ତି ଯୁବକ । ପୋଲିସ କହିବା ମୁତାବକ ରାଜସ୍ଥାନ ଉଦୟପୁର ଜିଲ୍ଳା ଅନ୍ତର୍ଗତ…