ଖୋଲିଲା ହୀରାକୁଦର ଆଉ ୧୦ଟି ଗେଟ: ମୋଟ ୧୬ ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ପୁଣି ଖୋଲିଲା ହୀରାକୁଦ ଜଲଭଣ୍ଡାର ଆଉ ୧୦ ଟି ଗେଟ। ଗତକାଲି ୬ଟି ଗେଟ ଖୋଲିଥିଲା। ମୋଟ ୧୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଲଭଣ୍ଡାର ଆଉ ୧୦ ଟି ଗେଟ । ଗତକାଲି ୬ଟି ଗେଟ ଖୋଲିଥିଲା । ମୋଟ ୧୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏ ନେଇ ସୂଚନା ଦେଲେ ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଲଭଣ୍ଡାରର ଇନଫ୍ଲ ବଢ଼ୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.