Below header

ଓଡିଶା ପାଇଁ ଖୁସି ଖବର,ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ): ଓଡିଶା ପାଇଁ ଖୁସି ଖବର। ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ।  ମୋଟ ସୁସ୍ଥଙ୍କ ସଂଖ୍ୟା ୧୮କୁ ଛୁଇଁଲା।  ସୁସ୍ଥ ହୋଇଥିବା ସମସ୍ତ ୫ ଜଣ ଭୁବନେଶ୍ୱରର ବୋଲି ସୂଚନ ଦେଲା ସ୍ୱାସ୍ଥ୍ୟ ବିଭାଗ। ଗତକାଲି କଳାହାଣ୍ଡିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ପୂର୍ବରୁ ୧୨ ଜଣ ସୁସ୍ଥ ହୋଇଛନ୍ତି।  ଆଉ ଆଜି ୫ ଜଣ ସୁସ୍ଥ ହେଲେ ବୋଲି ଟ୍ୱିଟ କରି ଖୁସି ବ୍ୟକ୍ତ କଲା ସ୍ୱାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.