ପୁଣି ଗିରଫ ହେଲା ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ, କୋର୍ଟଙ୍କ ସର୍ତ୍ତ ଖିଲାପକୁ ନେଇ ଜାରି ହୋଇଥିଲା ଓ୍ଵାରେଣ୍ଟ

ଭୁବନେଶ୍ବର(କେନ୍ୟୁଜ୍):   ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ ପୁଣି ଥରେ ଗିରଫ । ପୂର୍ବ ଓ୍ଵାରେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ । କୋର୍ଟଙ୍କ ସର୍ତ୍ତ ଖିଲାପକୁ ନେଇ ଜାରି ହୋଇଥିଲା ଓ୍ଵାରେଣ୍ଟ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ଜୁଡୋ କୋଚ୍‌ ବିରଞ୍ଚି ଦାସଙ୍କୁ ହତ୍ୟା ମାମଲାରେ ଜେଲରୁ ମୁକୁଳିଥିଲା ରାଜା ଆଚାର୍ଯ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.