୬ ମାସ ପରେ ପୁଣି ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଏଲ୍‌ ଓ ଏଲ୍‌ ଏଲ୍‌ ଟେଷ୍ଟ୍‍

ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଏଲ୍‌ ଓ ଏଲ୍‌ ଏଲ୍‌ ଟେଷ୍ଟ୍‍ । କୋଭିଡ କଟକଣା ଯୋଗୁ ୬ ମାସ ପରେ ଭୁବନେଶ୍ୱର ସହ ସାରା ରାଜ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିନରେ ଥିବା ଟେଷ୍ଟିଂ ଟ୍ରାକ୍‌ରେ ଚାଲିଛି ଏହି ଟେଷ୍ଟ୍‍ । ଗତ ମାର୍ଚ୍ଚ ମାସ ୧୮ ତାରିଖରୁ ବନ୍ଦ ଥିଲା ଡ୍ରାଇଭିଂ ଟେଷ୍ଟିଂ । ସରକାରୀ ବ୍ୟବସ୍ଥା ଅନୁସାରେ କେବଳ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଆଗରୁ ଡିଏଲ୍‌ ଓ ଏଲ୍‌ ଏଲ୍‌ ଆବେଦନ କରିଥିବା ଲୋକଙ୍କୁ ହିଁ ଏହି ସୁଯୋଗ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.