କମିଶନରେଟ୍‌ ପୋଲିସ ଆଗରେ ସତ ମାନିଲେ ଆକାଶ ପାଠକ, କହିଲେ ‘ମୁଁ ଟାଟା ମୋଟର୍ସର ଏମ୍‌ଡି ନୁହଁ’

ଭୁବନେଶ୍ବର: ସତ ମାନିଲେ ଆକାଶ ପାଠକ । ସ୍କାଏ କିଙ୍ଗ ଠକେଇ ମାମଲାରେ ରିମାଣ୍ଡରେ ଥିବା ଆକାଶ ପାଠକ କମିଶନରେଟ୍‌ ପୋଲିସ ଆଗରେ ସତ ମାନିଛନ୍ତି ।

କହିଛନ୍ତି, ସେ ଟାଟା ମୋଟର୍ସର ଏମ୍‌ଡି ନୁହନ୍ତି । ଟଙ୍କା ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ସତ ମାନିଛି ଆକାଶ । କେବେ କେଉଁ ହୋଟେଲ ଓ ଫ୍ଲାଇଟ୍‌ ବୁକ୍‌ କରିଥିଲା, ସେନେଇ ମଧ୍ୟ ତଥ୍ୟ ଦେଇଛି । ଆକାଶର ହସ୍ତାକ୍ଷରକୁ ଖୁବ୍‌ ଶୀଘ୍ର ହ୍ୟାଣ୍ଡରାଇଣ୍ଟିଂ ବ୍ୟୁରୋକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.