Browsing Tag

commissionerate police

କମିଶନରରେଟ ପୋଲିସ ଦ୍ୱାରା ମୈତ୍ରୀ ବିହାର ଥାନା ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଆୟୋଜିତ ହୋଇଥିଲା “ବିଶ୍ୱାସ…

​ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ତଥା ସେମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ‘ୱି କେୟାର ଇନିସିଏଟିଭ୍’ ଅନ୍ତର୍ଗତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ବିଶ୍ୱାସ" ଶନିବାର ସନ୍ଧ୍ୟାରେ ମୈତ୍ରୀ ବିହାର ଥାନା ପରିସରରେ…

ଧଉଳି ଗଣ ଦୁଷ୍କର୍ମ ମାମଲା ଆଉ ଜଣେ ଗିରଫ , କ୍ରାଇମ୍ ସ୍ପଟ୍ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର : ଧଉଳି ଗଣ ଦୁଷ୍କର୍ମ ମାମଲା ଆଉ ଜଣେ ଗିରଫ । ଫେରାର ଅନ୍ୟତମ ଅଭିଯୁ଼କ୍ତ ସାଗର ଜେନାକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଗିରଫ ପରେ ସାଗରକୁ କ୍ରାଇମ୍ ସ୍ପଟ୍ ନେବ ପୋଲିସ । ଏହା ପରେ ଟିଆଇ ପରେଡ କରିବ । ସାଗର ଜେନା ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ବଡଗଡ…

କଟକରେ ଜିରୋ ନାଇଟ ପାଇଁ କମିଶନରେଟ ପୋଲିସର କଟକଣା, ମଦ୍ୟପାନ କରି ଗାଡି ଚାଳାଇଲେ କାର୍ଯ୍ୟାନୁଷ୍ଠାନ

କଟକ : ରଙ୍ଗୀନ ରାତିକୁ ଫିକା କରିଦେବ ପୋଲିସ କଟକଣା । ଜିରୋ ନାଇଟ ପାଇଁ କମିଶନରେଟ ପୋଲିସର କଡ଼ା କଟକଣା ।  ମର୍ଯ୍ୟାଦା ଏବଂ ଦାୟିତ୍ବର ସହ ପାଳନ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଜନସାଧାରଣ, ଇଭେଣ୍ଟ ଆୟୋଜକ ଏବଂ ଅମାନିଆ ଅସାମାଜିକଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଛି…

ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ସଜାଗ କମିଶନରେଟ ପୋଲିସ, ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

ଭୁବନେଶ୍ୱର : ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ସଜାଗ କମିଶନରେଟ ପୋଲିସ । ମଦ୍ୟପଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ କଡ଼ା…

ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି, ୯ଜଣଙ୍କୁ ବାନ୍ଧିଲା କମିସନରେଟ ପୋଲିସ

ଭୁବନେଶ୍ବର: ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି । ୯ଜଣ ଦଲାଲଙ୍କୁ ବାନ୍ଧିବା କମିସନରେଟ ପୋଲିସ । ଆରଟିଓ ଭୁବନେଶ୍ୱର ୧ ଆଗରେ ଦଲାଲରାଜ କରୁଥିବା 9ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ୯ଟି ଲାପଟପ୍ ସହ ୨ଟି ପ୍ରିଣ୍ଟର ଜବତ କରିଛି ସହୀଦ ନଗର ଥାନା ପୋଲିସ । DL,NOC,RC ଓ ଗାଡି…

ଚାକିରି ଦେବା ବାହାନାରେ ହୋଟେଲ ନେଇ କରୁଥିଲେ ଡିଲ୍, ଉଦ୍ଧାର କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଚାକିରି ଦେବା ବାହାନାରେ ହୋଟେଲ ନେଇ ଡିଲ କରୁଥିଲେ । ଚାଲାଣ ପୂର୍ବରୁ ନାବାଳିକାକୁ ଉଦ୍ଧାର କଲା କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବର ଏକ ହୋଟେଲରୁ ଦଲାଲ କବଳରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଅନୈତିକ କାର୍ଯ ପାଇଁ ଚାଲାଣ ହେଉଥିବା ସୂଚନା ମିଳିଛି । ଦଲାଲକୁ ଅଟକ…

ଦୀପାବଳି ପାଇଁ କମିଶନରେଟ ପୋଲିସର ଗାଇଡ଼ଲାଇନ, ରାତି ୯ଟା ପରେ ବାଣ ଫୁଟାଇଲେ କଡ଼ା ଆକ୍ସନ

ଭୁବନେଶ୍ୱର : ଦୀପାବଳି ଆସିଲେ ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବାଣ ଫୁଟା । ଢୋ ଢା ଶବ୍ଦରେ ଫାଟିପଡେ ଚତୁର୍ଦ୍ଦିଗ । ହେଲେ ଏ ବର୍ଷ ଆଉ ରାତିସାରା ଫୁଟିବନି ବାଣ । ଦୀପାବଳି ପାଇଁ କମିଶନରେଟ ପୋଲିସ ଗାଇଡ଼ଲାଇନ ଜାରି କରିଛି ।  ରାତି ୯ଟା ପରେ ବାଣ ଫୁଟାଇଲେ ପୋଲିସ ନବ ଆକ୍ସନ ।  ଗ୍ରୀନ…

କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା, ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ

କଟକ : କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ । ୨ ACP, ୩ ଆଇଆଇସିଙ୍କ ସହ ପୋଲିସ ଟିମ୍ ରେଡ୍ ରେ ସାମିଲ ହୋଇଛନ୍ତି । ଅନ୍ୟପଟେ…

କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା, ୬ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ: କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଡ୍ରୋନ୍ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ଶାନ୍ତି ବାତାବରଣ ଅଛି । ଆଗକୁ ମଧ୍ୟ ଶାନ୍ତି ବଜାୟ ରହିବ…

ପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରୁଟ ଦେଇ ଯିବା ମନା

ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା । ଆଜିଠୁ ୨ ତାରଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌‌ କଟକଣା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପରାହ୍ନ ୨ରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା କରିଛି କମିସନରେଟ ପୋଲିସ । ପୂଜାରେ ଭିଡ଼…

ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ, କଟକରେ ଚେକିଂ-ବ୍ଲକିଂ ଜୋରଦାର

କଟକ : ପାର୍ବଣକୁ ଦୃଷ୍ଟିରେ ରଖି କଟକ ସହରରେ ଆରମ୍ଭ ହୋଇଛି ଚେକିଂ ବ୍ଲକିଂ ।  ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ କଟକ ସହରାଞ୍ଚଳ ପୋଲିସର ନାକା ଚେକିଙ୍ଗ ଆରମ୍ଭ କରାଯାଇଛି । ବିଭିନ୍ନ ଜୋନର ଏସିପି ଏବଂ ଥାନାଧିକାରୀ ନାକା ଚେକିଙ୍ଗରେ ସାମିଲ । ପାର୍ବଣକୁ ଦୃଷ୍ଟିରେ ରଖି ବେଆଇନ ନିଶା…

ନାବାଳିକା ଦୁଷ୍କର୍ମ ମାମଲା: ଗିରଫ ପରେ ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା

ବାଲେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ।  ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ପରେ  ବିଏମସି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଳମ୍ବିତ ହୋଇଛନ୍ତି।   ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଅମରେଶ ଜେନା ଗିରଫ ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ଜଣେ…