କମିଶନରେଟ୍ ପୋଲିସର ବଡ ପଦକ୍ଷେପ: ମାଲିକଙ୍କୁ ଫେରାଇଲା ଚୋରି ବାଇକ ଓ ମୋବାଇଲ୍

ଚୋରି ଗାଡି ଓ ମୋବାଇଲ ମାଲିକଙ୍କୁ ଫେରାଇଛି ପୋଲିସ । ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରୁ ୨୭ଟି ଚୋରି ବାଇକ ଫେରାଇଲା କମିସନରେଟ ପୋଲିସ । ଚଳିତ ବର୍ଷ ରାଜଧାନୀରେ ୮୦୦ ମୋବାଇଲ ଓ ୧୬୭ ବାଇକ ଫେରାଇଛି ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ): ଚୋରି ଗାଡି ଓ ମୋବାଇଲ ମାଲିକଙ୍କୁ ଫେରାଇଛି ପୋଲିସ । ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରୁ ୨୭ଟି ଚୋରି ବାଇକ ଫେରାଇଲା କମିସନରେଟ ପୋଲିସ । ଚଳିତ ବର୍ଷ ରାଜଧାନୀରେ ୮୦୦ ମୋବାଇଲ ଓ ୧୬୭ ବାଇକ ଫେରାଇଛି ପୋଲିସ ।

ଗାଡି ଓ ମୋବାଇଲ ପାଇ ଖୁସି ହେବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଗାଡ଼ି ମାଲିକ । ତେବେ ଚୋରଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଓ ମୋଟର ସାଇକେଲ ଉପଯୁକ୍ତ ଲୋକଙ୍କୁ ଫେରାଇଛି କମିଶନରେଟ୍ ପୋଲିସ । ପାଖାପାଖି ୮୦ଟି ମୋବାଇଲ, ୨୭ଟି ଚୋରି ବାଇକ ମାଲିକଙ୍କୁ ଫେରାଇଛି ପୋଲିସ । ଚଳିତ ବର୍ଷ ପାଖାପାଖି ୮୦୦ ମୋବାଇଲ ସହ ୧୬୭ଟି ଚୋରି ବାଇକ୍ ମାଲିକଙ୍କୁ ଫେରାଇଲାଣି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.