iPhone 14 Plus ଉପରେ ମିଳୁଛି ୩୪ ହଜାର ଟଙ୍କାରୁ ବି ଅଧିକ ଡିସକାଉଣ୍ଟ, ଜଳଦି କିଣନ୍ତୁ ସରିଯିବ ଅଫର୍‌

ବର୍ତ୍ତମାନ ଫ୍ଲିପକାର୍ଟରେ ବହୁତ ବଢ଼ିଆ ପ୍ରାଇସରେ କିଣିନିଅନ୍ତୁ Apple iPhone 14 Plus । ଯଦି ଆପଣ ଫ୍ଲିପକାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲରେ ଆପଲ୍‌ଆଇଫୋନ୍‌ ୧୪ ପ୍ଲସ କିଣିପାରିନାହାଁନ୍ତି ତାହେଲେ ଏବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ । କୁହାଯାଉଛି ଯେ ଆଇଫୋନ୍‌ ୧୫ ପ୍ଳସ୍‌, ଆପଲ ଆଇଫୋନ୍‌ ୧୪ ପ୍ଲସ ଆଡକୁ ଧ୍ୟାନ କେନ୍ଦ୍ରୀଭୂତ କରୁଛି । Apple iPhone 14 Plus ଏବେ ବି ଜବରଦସ୍ତ ଡିସକାଉଣ୍ଟରେ ଉପଲବ୍ଧ ରହିଛି ।

ଆପଲ୍‌ ଆଇଫୋନ୍‌ ୧୪ ପ୍ଲସ ବର୍ତ୍ତମାନରେ ଫ୍ଲିପକାର୍ଟ ସେଲରେ ୧୦,୯୦୧ ଟଙ୍କାର ଡିସକାଉଣ୍ଟ ପରେ ୬୮,୯୯୯ ଟଙ୍କାରେ ଲିଷ୍ଟ କରାଯାଇଛି । ଏହାବ୍ୟତୀତ ଏଚଡିଏଫସି ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡ ଇଏମଆଇରେ ୭୫୦ ଟଙ୍କାର ଡିସକାଉଣ୍ଟ ମଧ୍ୟ ପାଇପାରିବେ ଆପଣ ।

ଏହାଦ୍ୱାରା ଆପଲ୍‌ ଆଇଫୋନ୍‌ ୧୪ ପ୍ଲସର ଦାମ୍‌ ହ୍ରାସ ହୋଇ ୬୮,୨୪୯ ଟଙ୍କା ହୋଇଯିବ । ଏହାସହିତ ଗ୍ରାହକ ନିଜ ପୁରୁଣା ସ୍ମାର୍ଟଫୋନ୍‌ ବଦଳାଇ ୩୪,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ସମସ୍ତ ଅଫର୍ସ ଏବଂ ରିହାତି ସହିତ ଗ୍ରାହକ ଫ୍ଲିପକାର୍ଟରେ ଆପଲ୍‌ ଆଇଫୋନ୍‌ ୧୪ ପ୍ଲସକୁ କେବଳ ୩୩,୭୪୯ ଟଙ୍କାରେ ପାଇପାରିବେ ।

ସ୍ପେସିଫିକେସନ୍ସ

ଆଇଫୋନ୍‌ ୧୪ ପ୍ଲସକୁ ଆପଣ ପାଞ୍ଚଟି କଲର ଅପସନରେ କିଣିପାରିବେ । ବ୍ଲୁ, ପର୍ପଲ, ମିଡନାଇଟ, ଷ୍ଟାରଲାଇଟ ଏବଂ ରେଡ କଲର ଅପ୍ସନରେ ଉପଲବ୍ଧ ରହିଛି । ଏଥିରେ ୬.୭ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ଦିଆଯାଇଛି । ସ୍ମାର୍ଟଫୋନ୍‌ ଏକ ବହୁତ ବଢ଼ିଆ ଏ୧୫ ବାୟୋନିକ ଚିପ୍‌ ସହ ଲେସ୍‌ ରହିଛି । ଯାହାକୁ କି ଆପଲ୍‌ ଆଇଫୋନ୍‌ ୧୩ ପ୍ରୋ ମଡେଲରେ ଦେଖାଯାଇଥିଲା ।

କ୍ୟାମେରା

ଯଦି କ୍ୟାମେରା ବିଷୟରେ କଥା ହେବା ତାହେଲେ ଆପଲ୍‌ ଆଇଫୋନ୍‌ ୧୪ ପ୍ଲସରେ ୧୨MP ପ୍ରାଇମେରୀ ସେନ୍ସର ଏବଂ ଗୋଟେ ଅଲଟ୍ରା ଓ୍ଵାଇଡ ସେନ୍ସର ସହିତ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି । ଆପଲ ଆଇଫୋନ୍‌ ୧୪ ପ୍ଲସ ୫ଜି ସପୋର୍ଟ ରହିଛି । ଏବଂ ଆପଲ ଦାବି କରୁଛି ଯେ ସ୍ମାର୍ଟଫୋନକୁ ଥରେ ଚାର୍ଜ କଲେ ୨୬ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.