କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ, ତାଲା ପଡ଼ିଥିବା ଘରକୁ କରୁଥିଲେ ଲୁଟ୍‌

କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ବ୍ଲକିଂ ଚେକିଂବେଳେ ପର୍ଶୁରାମକୁ ଗିରଫ କରିଛି ପୋଲିସ । ଲୁଟ୍ ବେଳର ସିସିଟିଭି ଫୁଟେଜ୍ ଜାରି କଲା କମିଶନରେଟ ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ  । ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ । ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଥିଲେ ଲୁଟେରା । ବ୍ଲକିଂ ଚେକିଂବେଳେ ପର୍ଶୁରାମକୁ ଗିରଫ କରିଛି ପୋଲିସ । ଲୁଟ୍ ବେଳର ସିସିଟିଭି ଫୁଟେଜ୍ ଜାରି କଲା କମିଶନରେଟ ପୋଲିସ ।

କମିଶନରେଟ ପୋଲିସ ବ୍ଲକିଂ ଚେକିଂ ବେଳେ ପର୍ଶୁରାମକୁ ଗିରଫ କରିଛି। ଝରକା ତାଡି ଟଙ୍କା ଲୁଟୁଥିଲେ । ନବମ ପାସ ପର୍ଶୁରାମ ଲୁଟ ଟଙ୍କାରେ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିବା ଜଣା ପଡ଼ିଛି । ୨୦୨୩ -୨୪ରେ ତା ନାଁରେ ୨୧ଟି କେସ ରହିଛି । ଲୁଟ ଟଙ୍କାରେ ମୁମ୍ବାଇ, ଦିଲ୍ଲୀ ଯାଇ ଫାଇଭ ଷ୍ଟାର ହୋଟେଲରେ ରହୁଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.