Browsing Tag

commissionerate police

ପୂଜା ବଟି ମାଗିଲେ କରିପାରିବେ ଅଭିଯୋଗ, ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । ଆଗକୁ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳି ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥି ପାଇଁ ଚାନ୍ଦାଭେଦା ଆଦାୟ…

ନନ୍ଦନବିହାର ଡକାୟତି ଘଟଣା: କୋଟିରୁ ଅଧିକ କ୍ୟାସ ଜବତ, ୫ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନବିହାର ବସୁନ୍ଧରା କଲୋନୀରେ ଡକାୟତି ଘଟଣା। ପାଞ୍ଚ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଏକ କୋଟିରୁ ଅଧିକ କ୍ୟାସ, ସୁନରୁପା ସହ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି । ଏନେଇ DCP ପ୍ରତୀକ ସିଂ ପ୍ରେସ ମିଟରେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଅଗଷ୍ଟ…

ଆସୁଛି ଗଣେଶ ପୂଜା: ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ (କେନ୍ୟୁଜ): ଚଳିତ ବର୍ଷର ଗଣେଶ ପୂଜା ପାଇଁ ଗତକାଲି କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ…

ରାଜଧାନୀରେ ଅପରାଧୀଙ୍କୁ କମିଶନରେଟ ପୋଲିସର ଛାଟ

ରାଜଧାନୀରେ ଅପରାଧୀଙ୍କୁ କମିଶନରେଟ ପୋଲିସର ଛାଟ । ଅଭିଯୁକ୍ତ ଶଶାଙ୍କ ଶେଖର ବଳିଆରସିଂର ସରକାରୀ ଜାଗାରେ ଥିବା କବାଡ଼ିଆ ଗୋଦାମକୁ ଭାଙ୍ଗୁଛି ଖଣ୍ଡଗିରି ଥାନା ପୋଲିସ । ବିଏମସି ଓ ବିଡିଏ ସହାୟତାରେ ଭଙ୍ଗାଯାଉଛି । ଗତ ଗୁରୁବାର ଦିନ ଖଣ୍ଡଗିରି ଛକରେ ଚା ପିଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ…

ଖୋଲିବ ମୌଲାନା କୈଫି ଖାନ୍‌ର ଗୁମର, ୪ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ

କଟକ (କେନ୍ୟୁଜ): ରିମାଣ୍ଡରେ ଆସିବ ଠକ ତାନ୍ତ୍ରିକ। କୈଫି ଖାନକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଦେଲେ ଅନୁମତି। ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ମଙ୍ଗଳାବାଗ ଥାନା ପୋଲିସ। ସିଟି ଜେ. ଏମ୍.ଏଫ.ସି କୋର୍ଟ ରେ ରିମାଣ୍ଡ ଆବେଦନ କରାଯାଇଥିଲା। ଠକେଇ ଅଭିଯୋଗରେ ଗିରଫ ମୌଲାନା…

ଆକ୍ସନ ମୋଡ୍‌ରେ କମିଶନରେଟ ପୋଲିସ, ନାଇଟ୍‌ କ୍ଲବ ଓ ଡ୍ୟାନ୍ସ ବାରରେ ରାତି ଅଧିଆ କଲା ଚଢ଼ାଉ

ଭୁବନେଶ୍ୱର (କେନ୍ୟୁଜ): ରାତି ଅଧରେ ଡ୍ୟାନ୍‌ସ ବାର୍‌ରେ ଚଢାଉ। ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌ କରିଛି କମିସନରେଟ ପୋଲିସ। ଅବକାରୀ ନିୟମ ଉଲଙ୍ଘନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ନେଇ ଚଢ଼ାଉ ହୋଇଛି। ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି…

କମିଶନରେଟ୍‌ ପୋଲିସ ପରେ ଏବେ ଫିଟ୍ ହେବେ ଭିଜିଲାନ୍‌ସ କର୍ମଚାରୀ, ସ୍ୱାସ୍ଥ୍ୟ ସଚିବଙ୍କ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ…

ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି : କଟକରୁ ଭୁବନେଶ୍ୱର ଭିତରେ ବଡ଼ ଗାଡ଼ି ଚଳାଚଳା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ବିଶ୍ୱକପ ହକି ପ୍ରସ୍ତୁତିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ନିରୀକ୍ଷଣ ପାଇଁ ବିଭିନ୍ନ ପଏଣ୍ଟରେ ୮ଶହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ପରିଚାଳନା ଦାୟିତ୍ୱରେ…

କମିସନରେଟ୍‌ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୩୦ ଟି ନୂଆ ଥାନା ଉଦଘାଟିତ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ୩୦ଟି ନୂଆ ଥାନା ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର ମୈତ୍ରୀବିହାର ସହ ରାଜ୍ୟର ୩୦ଟି ଥାନାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୈତ୍ରୀବିହାର ଥାନା ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୋଲିସ ଡିଜି…

ବ୍ରାଉନସୁଗାର ଖଟି ଉପରେ କମିଶନରେଟ ପୋଲିସର ଅତର୍କିତ ଚଢ଼ଉ, ଗିରଫ ହେଲେ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ବ୍ରାଉନସୁଗାର ଖାଉଥିବା ଖଟି ଉପରେ କମିଶନରେଟ ପୁଲିସର ଅତର୍କିତ ରେଡ। ନିଶା ଖାଇବା ସହ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ବ୍ରାଉନସୁଗାର ଖାଇବା ସହ ନିଜ ସାଙ୍ଗ ସାଥିଙ୍କୁ ନିଶାରେ ନିୟୋଜିତ କରାଇବା ଓ ନିଶା…

ମ୍ୟାଚ୍‌ ପୂର୍ବରୁ ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ସୁନୀଲ ବଂସଲ

କଟକ(କେନ୍ୟୁଜ୍‌): ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ପୋଲିସ ଡିଜି। ଷ୍ଟାଡିୟମ୍‌ରେ ପହଞ୍ଚି ପୋଲିସ ଡିଜି ସୁନୀଲ ବଂସଲ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ…

ପୁଣି ଏସସିବିରୁ ୫ ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଘଟଣାରେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ଅଛି…

କଟକ (କେନ୍ୟୁଜ): ପୁଣି ଧରାପଡ଼ିଲେ ଏସ୍‌ସିବିରେ କାର୍ଯ୍ୟରତ ଠିକା ସଂସ୍ଥା କର୍ମଚାରୀ । ଏସ୍‌ସିବି ମେଡିକାଲ କଲେଜରୁ ୫ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । କିଛି ଆଉଟ୍‌ ଡୋର୍‌ ଟିକେଟ ସହ ନଗଦ ୧୩ଶହ ଟଙ୍କା ଜବତ ହୋଇଛି। ମେଡିକାଲ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ…