ରାଜଧାନୀରେ ଅପରାଧୀଙ୍କୁ କମିଶନରେଟ ପୋଲିସର ଛାଟ

ରାଜଧାନୀରେ ଅପରାଧୀଙ୍କୁ କମିଶନରେଟ ପୋଲିସର ଛାଟ । ଅଭିଯୁକ୍ତ ଶଶାଙ୍କ ଶେଖର ବଳିଆରସିଂର ସରକାରୀ ଜାଗାରେ ଥିବା କବାଡ଼ିଆ ଗୋଦାମକୁ ଭାଙ୍ଗୁଛି ଖଣ୍ଡଗିରି ଥାନା ପୋଲିସ । ବିଏମସି ଓ ବିଡିଏ ସହାୟତାରେ ଭଙ୍ଗାଯାଉଛି । ଗତ ଗୁରୁବାର ଦିନ ଖଣ୍ଡଗିରି ଛକରେ ଚା ପିଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା ।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଶଶାଙ୍କ ଶେଖର ବଳିଆର ସିଂ। ପୂର୍ବରୁ ତା ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଆକ୍ରମଣର ଶିକାର ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.