Below header

ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବରଗଡ଼(କେନ୍ୟୁଜ୍): ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲାରେ ବନ୍ୟା ପରିସ୍ଥିତି। ସହରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା। ବିଭିନ୍ନ ଗଳିରେ ପାଣି ଜମିଛି। ଫଳରେ ଆଜି ମଧ୍ୟ ସ୍କୁଲ ଓ କଲେଜ ଛୁଟି ରଖାଯାଇଛି। ପ୍ରବଳ ବର୍ଷା ଯୋଗୁ ସ୍କୁଲ, କଲେଜ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

flood1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.