ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର ଭରତପୁରରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ମାଲିଙ୍ଗା ଗିରଫ ।

ଭୁବନେଶ୍ବର ଭରତପୁରରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମାଲିଙ୍ଗା ଗିରଫ । ଘଟଣାର ମାସେ ପରେ କନ୍ଧମାଳରୁ ମାଲିଙ୍ଗାକୁ ଗିରଫ କରିଛି ଭରତପୁର ପୋଲିସ୍ । ମାଲିଙ୍ଗା ଓ ତାର ସହଯୋଗୀମାନେ ହୋଟେଲ ମାଲିକଙ୍କୁ ଆକ୍ରମଣ କରିବା ସହ ଅଧା ଗଢ଼ା ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.