ମେଣ୍ଟ ଚର୍ଚ୍ଚା ଭିତରେ ଓଡ଼ିଶା ଆସିପାନ୍ତି ଅମିତ ଶାହ

ମେଣ୍ଟ ଚର୍ଚ୍ଚା ଭିତରେ ଓଡ଼ିଶା ଆସିପାନ୍ତି ଅମିତ ଶାହ। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଆସିବା ସମ୍ଭାବନା ରହିଛି ।

ମେଣ୍ଟ ଚର୍ଚ୍ଚା ଭିତରେ ଓଡ଼ିଶା ଆସିପାନ୍ତି ଅମିତ ଶାହ। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଆସିବା ସମ୍ଭାବନା ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶାହଙ୍କ ଗସ୍ତ ଗୁରୁତ୍ବ ବହନ କରୁଛି । ବୁଧବାର ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ବିଜେପି ନେତାଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.