ଭାରତ ସରକାର ମହମ୍ମଦ କାସୀମ ଗୁଜରଙ୍କୁ ଘୋଷଣା କଲେ ଆତଙ୍କବାଦୀ

ଭାରତ ସରକାର ଲଶ୍କର-ଏ-ତୋଏବାର ସଦସ୍ୟ ମହମ୍ମଦ କାସୀମ ଗୁଜରଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । କାସୀମ ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଛନ୍ତି ।

ଭାରତ ସରକାର ଲଶ୍କର-ଏ-ତୋଏବାର ସଦସ୍ୟ ମହମ୍ମଦ କାସୀମ ଗୁଜରଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । କାସୀମ ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଛନ୍ତି । ଗୃହ ମନ୍ତ୍ରଣାଳୟ ଗୁରୁବାର ତାଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅର୍ଥାତ୍‌ UAPA ଅଧୀନରେ ଆତଙ୍କବାଦୀ ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.