ଲଗାଣ ବର୍ଷା ନେଇ ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ): ଲଗାଣ ବର୍ଷା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥିତ ରହି ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରୁଛନ୍ତି। ଅନ୍ୟ ବରିଷ୍ଠ ଅଧିକାରୀ ବି ବୈଠକରେ ସାମିଲ ଅଛନ୍ତି।

ସାମ୍ପ୍ରତିକ ସ୍ଥିତିକୁ ନେଇ କିଭଳି ମୁକାବିଲା କରାଯିବ, ତାହାକୁ ନେଇ ଆଲୋଚନା ଚାଲିଛି। ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଛି କଥାବାତ୍ତର୍ତ୍ତା।