ଓଡ଼ିଶାରେ ଶୁଭାରମ୍ଭ ହେଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର: ଓଡ଼ିଶାରେ ଶୁଭାରମ୍ଭ ହେଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ । ଓଡ଼ିଶା ସରକାରଙ୍କ ନିଜସ୍ୱ ପାଣ୍ଠିରେ ଅତିରିକ୍ତ ୮୪ଟି ନୂତନ ୧୦୮ ଆମ୍ବୁଲାନ୍ସ ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱର ପରିବହନ ଭବନରେ ଏହାକୁ ଉନ୍ମୋଚନ କରାଯାଇଛି ।

ଅତିରିକ୍ତ ଆମ୍ବୁଲାନ୍ସ ପାଇଁ ୫ ବର୍ଷ ପାଇଁ ୧୦୪ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଏହି ନୂତନ ଆମ୍ବୁଲାନ୍ସ ରାଜ୍ୟର ୨୭ ଜିଲ୍ଲାକୁ ଯୋଗାଇ ଦିଆଯାଇଛି । ଓଡ଼ିଶାର ୩୦ଟି ଜିଲ୍ଲାରେ ୫୧୮ଟି ଆମ୍ବୁଲାନ୍ସ ସେବା ଯୋଗାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.