କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମଧ୍ୟରେ ୧୩୩ ଜଣ କ୍ବାରେଣ୍ଟାଇନରୁ ଓ ଲୋକାଲ କଣ୍ଟାକ୍ଟ କେସରୁ ୬୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪ ପହଞ୍ଚିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
Covid-19 Report For 7th November
New Positive Cases: 1434
In Quarantine: 833
Local Contacts: 601(Details of local contacts will be shared by concerned District Administration)
District Wise Cases:
1. Angul: 90
2. Balasore: 99
3. Bargarh: 65
4. Bhadrak: 31
5. Balangir: 66— I & PR Department, Odisha (@IPR_Odisha) November 8, 2020
22. Mayurbhanj: 80
23. Nawarangpur: 27
24. Nayagarh: 17
25. Nuapada: 35
26. Puri: 77
27. Rayagada: 9
28. Sambalpur: 38
29. Sonepur: 12
30. Sundargarh: 98
31. State Pool: 28New recoveries: 1683
Cumulative tested: 4939390
Positive: 301574
Recovered: 286857
Active cases: 13239— I & PR Department, Odisha (@IPR_Odisha) November 8, 2020
ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୯୦ଜଣ, ବାଲେଶ୍ବରରୁ ୯୯ଜଣ, ବରଗଡ଼ ୬୫, ଭଦ୍ରକ ୩୧, ବଲାଙ୍ଗୀର ୬୬, ବୌଦ୍ଧରୁ ୬ଜଣ, କଟକରୁ ୧୪୧ଜଣ, ଦେଓଗଡ଼ରୁ ୫ଜଣ, ଢ଼େଙ୍ଗାନାଳରୁ ୨୧ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୬୮ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡ଼ାରୁ ୩୧ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୫୪ଜଣ, କେନ୍ଦୁଝରରୁ ୫୦ଜଣ, ଖୋର୍ଦ୍ଧାରୁ ୧୪୪ଜଣ, କୋରାପୁଟରୁ ୨୫ଜଣ, ମାଲକାନଗିରିରୁ ୧୪ଜଣ, ମୟୁରଭଞ୍ଜରୁ ୮୦ଜଣ, ନବରଙ୍ଗପୁରରୁ ୨୭ଜଣ, ନୟାଗଡ଼ରୁ ୧୭ଜଣ, ନୂଆପଡ଼ାରୁ ୩୫ଜଣ, ପୁରୀରୁ ୭୭ଜଣ, ରାୟଗଡ଼ାରୁ ୯ଜଣ, ସମ୍ବଲପୁରରୁ ୩୮ଜଣ, ସୋନୁପରରୁ ୧୨ଜଣ, ସୁନ୍ଦରଗଡ଼ରୁ ୯୮ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୨୮ଜଣ ଚିହ୍ନଟ ହୋଇଛନ୍ତି।
Regret to inform the demise of Fifteen Covid positive patients while under treatment in hospitals.
1.A 70-year-old male of Baragarh district.
2.A 34-year-old male of Baragarh district.
3.A 39-year-old male of Balangir district who was also suffering from Hypertension.
— H & FW Dept Odisha (@HFWOdisha) November 8, 2020
14.A 63-year-old male of Sambalpur district who was also suffering from Diabetes Mellitus.
15.A 50-year-old male of Sundargarh district.
— H & FW Dept Odisha (@HFWOdisha) November 8, 2020
ସେହିପରି ରାଜ୍ୟରେ କରୋନାରେ ଆଉ ୧୫ଜଣଙ୍କର ମୃତ୍ୟୁ ଘଟିଛି। ଏହା ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୨୫ରେ ପହଞ୍ଚିଛି।