ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ପହଞ୍ଚିଲା ୨,୪୯,୫୭୫ରେ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୩୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି  କଟକର ୧୮୯, ଅନୁଗୁଳର ୧୭୪, ସୁନ୍ଦରଗଡର ୧୫୪,ବାଲେଶ୍ବରର ୧୧୪, ମୟୂରଭଞ୍ଜର ୧୧୦, ପୁରୀର ୧୦୯,ସମ୍ବଲପୁରର ୧୦୭,କଳାହାଣ୍ଡିର ୧୦୧, ବରଗଡର ୧୦୦,ଯାଜପୁରର ୯୫ ଜଣ  କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡାର ୯୫, ଜଗତସିଂହପୁରର ୮୯, ଝାରସୁଗୁଡାର ୮୮,ବଲାଙ୍ଗିରର ୮୬,କୋରାପୁଟର ୮୫,ମାଲକାନଗିରିର ୬୯,କେନ୍ଦୁଝରର ୬୫,ନବରଙ୍ଗପୁରର ୬୩,ସୋନପୁରର ୬୩,ଭଦ୍ରକର ୫୯,ନୂଆପଡାର ୪୬,କନ୍ଧମାଳର ୪୩, ଢେଙ୍କାନାଳର ୪୦,ନୟାଗଡର ୪୦,ବୌଦ୍ଧର ୨୪,ରାୟଗଡାର ୨୦,ଗଞ୍ଜାମର ୧୮,ଦେବଗଡର ୧୭,ଗଜପତିର ୬ ଓ ଷ୍ଟେଟପୁଲର ୭୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟା ଲାଭକରିଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୪୯,୫୭୫ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.