ଖୋର୍ଦ୍ଧାରୁ ୩୪ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ  ଆଜି ୩୨୪ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରୁ  ଆଜି ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାରୁ ୩୪ଜଣ, ସୁନ୍ଦରଗଡ଼ରୁ ୩୧ଜଣ, ବାଲେଶ୍ବରରୁ ୨୬ଜଣ, ସମ୍ବଲପୁରରୁ ୨୫ଜଣ, ମୟୁରଭଞ୍ଜରୁ ୨୨ଜଣ, ପୁରୀରୁ ୨୨ଜଣ, ଅନୁଗୁଳରୁ ୨୦ଜଣ, ବରଗଡ଼ରୁ ୧୭ଜଣ, କଟକରୁ ୧୭ଜଣ, ନୂଆପଡ଼ାରୁ ୧୧ଜଣ, ଯାଜପୁରରୁ ୧୦ଜଣ,କେନ୍ଦ୍ରାପଡ଼ାରୁ ୧୦ଜଣ, ଗଞ୍ଜାମରୁ ୮ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ ୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାରୁ ୭ଜଣ, କେନ୍ଦୁଝରରୁ ୭ଜଣ, କଳାହାଣ୍ଡିରୁ ୫ଜଣ, ନବରଙ୍ଗପୁରରୁ ୪ଜଣ, ବୌଦ୍ଧରୁ ୩ଜଣ, ଢ଼େଙ୍କାନାଳରୁ ୩ଜଣ, ନୟାଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ଜଣେ, ସୋନପୁରରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।  ଆଜିର  ସୁସ୍ଥଙ୍କୁ ମିଶାଇଲେ ସୁସ୍ଥ ସଂଖ୍ୟା  ୩୨୪୩୯୨ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.