ସୁନ୍ଦରଗଡ଼ରୁ ୭୧ଜଣ କରୋନା ଅଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୩୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୩୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ସୁନ୍ଦରଗଡ଼ରୁ ୭୧ଜଣ, ଅନୁଗୁଳରୁ ୪୦ଜଣ, ସମ୍ବଲପୁରରୁ ୩୧ଜଣ, ପୁରୀରୁ ୨୯ଜଣ, ଖୋର୍ଦାରୁ ୨୨ଜଣ, ବାଲେଶ୍ବରରୁ ୧୭ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୨ଜଣ, କଟକରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୧୦ଜଣ, ମୟୁରଭଞ୍ଜରୁ ୮ଜଣ, ନବରଙ୍ଗପୁରରୁ ୭ଜଣ, କଳାହାଣ୍ଡିରୁ ୬ଜଣ, ନୂଆପଡ଼ାରୁ ୬ଜଣ, ଝାରସୁଗୁଡ଼ାରୁ୫ଜଣ, ବଲାଙ୍ଗୀରରୁ ୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୪ଜଣ, ଦେବଗଡ଼ରୁ ୩ଜଣ, ଗଞ୍ଜାମରୁ ୩ଜଣ, ନୟାଗଡ଼ରୁ ୨ଜଣ, ରାୟଗଡ଼ାରୁ ୨ଜଣ, ବୌଦ୍ଧରୁ ଜଣେ, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ଜଣେ, କନ୍ଧମାଳରୁ ଜ‌ଣେ, ମାଲକାନଗିରିରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ‌ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନା କରୋନାରୂ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୫୪୩୨ରେ ପହଞ୍ଚିଥିବାର ଟ୍ବିଟ  କରି  ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.