ପୁଣି କଟକରୁ ୫୦ କରୋନା ଆକ୍ରାନ୍ତ ଚିହ୍ନଟ,ବଡ଼ମ୍ବାରୁ ୩୩ SCBରୁ ୧୩ ଚିହ୍ନଟ

କଟକ(କେନ୍ୟୁଜ୍): କଟକ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ବର୍ତ୍ତମାନ ବଡ଼ମ୍ବାରେ ୩୩ ପଜିଟିଭ୍ ଚିହ୍ନଟ ହୋଇଥିବ ବେଳେ କଟକ SCBରୁ ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ନିଶ୍ଚିତକୋଇଲି ଓ ଅଡ଼ଶପୁର ଅଞ୍ଚଳରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିିିିିିିିି ଓ CMC ଅଞ୍ଚଳରୁ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଡ଼ମ୍ବାର ୮ଟି ପଞ୍ଚାୟତରୁ ଏହି ୩୩ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ। ଏହି ସଂକ୍ରମିତମାନେ ଏକ ପାଥୋଲୋଜି ଲ୍ୟାବ୍ ଓ ସଂକ୍ରମିତ ପୋଲିସଙ୍କ ସଂସ୍ପର୍ଷରେ ଆସିଥିଲେ ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.