Below header

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୫୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍):   ରାଜ୍ୟରେ ସୁସ୍ଥ ହେଲେ ଆଉ ୫୫୭୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ  ଏଯାବତ ମୋଟ ୮ ଲକ୍ଷ ୧୭ ହଜାର ୩୫୯ ଆକ୍ରାନ୍ତ ସୁସ୍ଥ ହେଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୯୫ ଜଣ ରହିଛନ୍ତି ।

 ସେହିପରି  ଯାଜପୁରର ୫୬୩, କଟକର ୪୫୪,ବାଲେଶ୍ବରରୁ ୩୩୧, ସୁନ୍ଦରଗଡ଼ରୁ ୨୭୨, ନବରଙ୍ଗପୁରରୁ ୨୬୨, ବୌଦ୍ଧରୁ ୨୬୦, ମୟୁରଭଞ୍ଜରୁ ୨୫୨, ଜଗତସିଂହପୁରରୁ ୨୪୦, ପୁରୀରୁ ୨୩୯, ଭଦ୍ରକରୁ ୨୨୩, କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୮୭, ବରଗଡରୁ ୧୬୧, ଅନୁଗୁଳରୁ ୧୫୩, ଢେଙ୍କାନାଳରୁ ୧୩୬, କୋରାପୁଟରୁ ୧୩୧, ରାୟଗଡାରୁ ୧୦୦, ସମ୍ବଲପୁରରୁ ୯୧, କନ୍ଧମାଳରୁ ୮୭, ବଲାଙ୍ଗିରରୁ ୭୭, କଳାଡାଣ୍ଡିରୁ ୭୬, ମାଲକାନଗିରିରୁ ୭୩, ନୟାଗଡ଼ରୁ ୭୦, ସୋନପୁରରୁ ୬୫, ଗଞ୍ଜାମରୁ ୪୦, ଝରସୁଗୁଡାରୁ ୪୦, ଗଜପତିରୁ ୩୬, ଦେବଗଡ଼ରୁ ୨୨, ନୂଆପଡ଼ାରୁ ୨୨,ଷ୍ଟେଟପୁଲରୁ ୧୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.