Below header

ରାଜ୍ୟରେ ଆଜି ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜି ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ  ମୟୂରଭଞ୍ଜରୁ ୯୬ଜଣ, ନୂଆପଡ଼ାରୁ ୬୧ଜଣ, ସୁନ୍ଦରଗଡ଼ରୁ ୫୩ଜଣ, ଖୋର୍ଦ୍ଧାରୁ ୪୪ଜଣ, ଅନୁଗୁଳରୁ ୪୦ଜଣ, ସମ୍ବବଲପୁରରୁ ୩୬ଜଜଣ, କଟକରୁ ୩୧ଜଣ,ବରଗଡ଼ରୁ ୨୫ଜଣ, କେନ୍ଦୁଝରରୁ ୨୫ଜଣ, ପୁରୀରୁ ୨୫ଜଣ, ବାଲେଶ୍ବରରୁ ୧୯ଜଣ, କଳାହାଣ୍ଡିରୁ ୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି  ଯାଜପୁରରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, ବଲାଙ୍ଗୀରରୁ ୧୫ଜଣ,   ୧୫ଜଣ, ଗଞ୍ଜାମରୁ ୧୧ଜଣ, କୋରାପୁଟରୁ ୯ଜଣ, ଝାରସୁଗୁଡ଼ାରୁ ୭ଜଣ, ଭଦ୍ରକରୁ ୫ଜଣ, ମାଲକାନଗିିରିରୁ  ୫ଜଣ, ଢ଼େଙ୍କାନାଳରୁ ୪ଜଣ, ସୋନପୁରରୁ ୪ଜଣ, ଦେଓଗଡ଼ରୁ ୩ଜଣ, ରାୟଗଡ଼ାରୁ ୩ଜଣ, ବୌଦ୍ଧରୁ ୨ଜଣ, ଗଜପତିରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟଗଡ଼ରୁ ୨ଜଣ, କନ୍ଧମାଳରୁ ୨ଜଣ ଏବଂ ଷ୍ଟେଟ ପୁଲରୁ ୧୦ଜଣ ରହିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ୩୧୬୪୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.