Below header

ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ! ଟାଉନ ଥାନାରେ ମାମଲା ରୁଜୁ

ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ଵାଲ ଅପହରଣ ଓ ହତ୍ୟା ଘଟଣା ପରେ ପୁଣି ଜଣେ ନାବାଳକ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଝାରସୁଗୁଡାର ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି ।

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ । ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି । ଏ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି । ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ଵାଲ ଅପହରଣ ଓ ହତ୍ୟା ଘଟଣା ପରେ ପୁଣି ଜଣେ ନାବାଳକ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.