Below header

ଯୁବକଙ୍କୁ ବୀଭତ୍ସ ହତ୍ୟା : ଗଳାକାଟି ଫେରାର ଦୁର୍ବୃତ୍ତ

ଅନୁଗୁଳ (କେନ୍ଯୁଜ୍) : ପୁଣି ଯୁବକଙ୍କ ଗଳାକାଟି ହତ୍ୟା। ରାସ୍ତା ଉପରେ ପଡିରହିଛି ମୃତଦେହ। ଅନୁଗୁଳ ଜିଲ୍ଲା ପାଲଲହଡାରେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକ ଜଣକ ପାଲଲହଡାର ପ୍ରଶ୍ନ ନାୟକ। ଦୁର୍ବୃତ୍ତମାନେ ପ୍ରଶ୍ନଙ୍କୁ ରଥସାହିର ରାସ୍ତା ମଝିରେ ଗଳା କାଟି ହତ୍ୟା କରିବା ପରେ ରାସ୍ତାରେ ଫୋପାଡି ଫେରାର ହୋଇଯାଇଛନ୍ତି। ଖବର ପାଇ ପାଲଲହଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟାକଲା ସେନେଇ କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.