ଏପିଏଲ୍ କାର୍ଡ଼ରେ କମିଲା ଚାଉଳ ଦାମ୍

ନୂଆଦିଲ୍ଲୀ : ଏପିଏଲ୍ ରାସନ୍ କାର୍ଡ଼ଧାରୀଙ୍କ ପାଇ ଖୁସି ଖବର । ଏହି କାର୍ଡ଼ରେ ମିଳୁଥିବା ସରକାରୀ ଚାଉଳର କିଲୋ ପ୍ରତି ମୂଲ୍ୟ ୪ ଟଙ୍କା କମିଛି । ଫଳରେ ହିତାଧିକାରୀ ଏହି ଚାଉଳ ଏବେ ୧୧ ଟଙ୍କାରେ ପାଇବେ । ଗତ ସେପଟେମ୍ବର ୧ ତାରିଖରୁ ଏହି ନୂଅ ଦର ଲାଗୁ ହୋଇଥିବା କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

 

 

Leave A Reply

Your email address will not be published.